ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଏବଂ ପ୍ରକୃତରେ ଉତ୍କୃଷ୍ଟ ବ୍ୟକ୍ତିର ଗୁଣ ଉପରେ ଆଲୋକପାତ କରି ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ପରକାୟେଷୁ ଯୁକ୍ତାତ୍ମା ସ୍ବକାର୍ଯ୍ୟ କ୍ଷୀପ୍ରସାଧନମ୍‍ ।

ସୁହତ୍କା୍ୟେଷୁ ନିବୃତ୍ତି ରାଜକାର୍ଯ୍ୟେଷୁ ବିକ୍ରମଃ ।।’’

ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟ ପାଇଁ ନିଜକୁ ସମ୍ପୂର୍ଣ୍ଣ ହୃଦୟରେ ଉତ୍ସର୍ଗ କରନ୍ତି, ଦ୍ରୁତ ଗତିରେ ଏବଂ ଦକ୍ଷତାର ସହ ନିଜର ବ୍ୟକ୍ତିଗତ କର୍ତ୍ତବ୍ୟ ସମ୍ପାଦନ କରନ୍ତି, ନିଃସ୍ୱାର୍ଥପର ଭାବରେ ବନ୍ଧୁଙ୍କ ପାଇଁ କାର୍ଯ୍ୟ ସମ୍ପାଦନ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପାଳନରେ ସେମାନଙ୍କର ସମ୍ପୂର୍ଣ୍ଣ ବୀରତ୍ୱ ଏବଂ ସାହସ ପ୍ରଦର୍ଶନ କରନ୍ତି, କେବଳ ଏହିପରି ବ୍ୟକ୍ତି ପ୍ରକୃତରେ ଉତ୍କୃଷ୍ଟ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From importer to exporter: Defence equipment among 5 segments India turned trade-positive in 5 years

Media Coverage

From importer to exporter: Defence equipment among 5 segments India turned trade-positive in 5 years
NM on the go

Nm on the go

Always be the first to hear from the PM. Get the App Now!
...
ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
September 05, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 27ରେ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଆପଣଙ୍କ ପାଖରେ ସୁଯୋଗ ଅଛି ,ଏହି ଅଧ୍ୟାୟ ପାଇଁ ଆପଣ ନିଜର ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାଇପାରିବେ । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।

ଆପଣ ଆପଣଙ୍କ ବିଚାର ଏବଂ ପରାମର୍ଶକୁ ତଳେ ଦିଆଯାଇଥିବା ଟିପ୍ପଣୀ ବକ୍ସରେ ସେୟାର କରିପାରିବେ ।