Corruption has adversely impacted the aspirations of the poor and the middle class: PM
700 Maoists surrendered after demonetization and this number is increasing: PM
Today a horizontal divide - on one side are the people of India and the Govt & on the other side are a group of political leaders: PM
India is working to correct the wrongs that have entered our society: PM
Institutions should be kept above politics; the Reserve Bank of India should not be dragged into controversy: PM

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ତାଙ୍କ ଉତ୍ତର ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଗୃହର ଅନେକ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ମତ ପ୍ରଦାନ କରିଛନ୍ତି, ବିମୁଦ୍ରୀକରଣ ପ୍ରସଙ୍ଗ ଉପରେ ଗୃହରେ ଅନେକ ମତ ପ୍ରକାଶ ପାଇସାରିଛି । ଦୁର୍ନୀତି ଏବଂ କଳାଟଙ୍କା ବିରୋଧରେ ସଂଗ୍ରାମ କୌଣସି ରାଜନୈତିକ ସଂଗ୍ରାମ ନୁହେଁ, ଏବଂ ଏଥିପାଇଁ କୌଣସି ଗୋଟିଏ ଦଳ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇନପାରେ । ଦୁର୍ନୀତି ଦେଶର ଗରିବ ଏବଂ ମଧ୍ୟମ ବର୍ଗର ଆଶା ଆକାଂକ୍ଷାକୁ ଗଭୀର ତଥା ନକାରାତ୍ମକ ଭାବେ ପ୍ରଭାବିତ କରିଛି । ଯେଉଁମାନେ ବ୍ୟବସ୍ଥାକୁ ଠକି ଚାଲିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ତେଣୁ ବିମୁଦ୍ରୀକରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦ୍ୱାରା ଗରିବ ଲୋକମାନଙ୍କ ହାତମୁଠା ଟାଣ ହୋଇପାରିଛି ।

 

ରଧାନମନ୍ତ୍ରୀ କହିଲେ ଯେ ବିମୁଦ୍ରୀକରଣ ଘୋଷଣା ପରଠାରୁ 700 ରୁ ଉର୍ଦ୍ଧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଓ ସେମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଦେଶରେ ଏକ ସମାନ୍ତରାଳ ବିଭାଜନ ପରିଲକ୍ଷିତ ହେଉଛି ଯେଉଁଥିରେ ଗୋଟିଏ ପଟେ ଭାରତର ନାଗରିକମାନେ ଅଛନ୍ତି ଓ ସେମାନଙ୍କ ସହ କେନ୍ଦ୍ର ସରକାର ରହିଛନ୍ତି ଏବଂ ଅନ୍ୟ ପଟେ ଗୋଟିଏ ଗୋଷ୍ଠୀ ରାଜନୈତିକ ନେତା ଅଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଦୋଷତ୍ରୁଟି ଆମ ସମାଜ ଭିତରକୁ ପଶି ଆସିଥିଲା ତାକୁ ଏବେ ଭାରତ ସରକାର ସୁଧାରୁଛନ୍ତି । ଆମେ ସଦାସର୍ବଦା ଏକ ବାସ୍ତବଧର୍ମୀ ସଂସ୍କାର ଦିଗରେ କାର୍ଯ୍ୟ କରିଚାଲିଛୁ ଓ ଆଗକୁ ଅଗ୍ରସର ହୋଇଚାଲିଛୁ । ତେଣୁ ସମାଜର ସାମର୍ଥ୍ୟକୁ କଦାପି ଅଣଦେଖା କିମ୍ବା ହେୟଜ୍ଞାନ କରିବା ଅନୁଚିତ । ସଦାବେଳେ ଅନୁଷ୍ଠାନକୁ ରାଜନୀତିର ଉର୍ଦ୍ଧ୍ଵରେ ରଖାଯିବା ଆବଶ୍ୟକ । ତେଣୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ କୌଣସି ପ୍ରକାର ବିବାଦ ମଧ୍ୟକୁ ଟଣାଯିବା ଅନୁଚିତ ।

ଶାସନ ବ୍ୟବସ୍ଥା ସଂପର୍କରେ ମତ ପୋଷଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ହାତମୁଠାକୁ ଟାଣ କରିବା ସକାଶେ ଢ଼େର କିଛି ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ ଇ-ମାର୍କେଟ ବ୍ୟବସ୍ଥା ମାଧ୍ୟମରେ ସରକାରୀ ସଂଗ୍ରହ ବ୍ୟବସ୍ଥାରେ ଢ଼େର ସୁଧାର ତଥା ସ୍ୱଚ୍ଛତା ଅଣାଯାଇପାରିଛି ।

ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ନିମନ୍ତେ ଗଣମାଧ୍ୟମର ଭୂମିକାକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ଲୋକମାନଙ୍କ ମନରେ ସଚେତନତା ଢ଼େର ମାତ୍ରାରେ ବୃଦ୍ଧିପାଇଛି । ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ସକାଶେ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଏହି ଲକ୍ଷ୍ୟ ହାସଲ ଦିଗରେ ଆମେ ସଭିଏଁ ଏକମନରେ କାର୍ଯ୍ୟ କରିବା ଦରକାର ବୋଲି ସେ କହିଛନ୍ତି ।

‘ଏକ ଭାରତ, ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସଂସ୍କୃତି ସଂପର୍କରେ ଅଧ୍ୟୟନ କରିବା ଏବଂ ଏହାକୁ ପ୍ରଶଂସା କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ଦେଶର ବିଭିନ୍ନ ଭାଗରେ ସଂସ୍କୃତିର ଗନ୍ତାଘର ପରିପୂର୍ଣ୍ଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
I planned to set up semiconductor factory in India 2 decades ago, but government was shackled then: PM Modi

Media Coverage

I planned to set up semiconductor factory in India 2 decades ago, but government was shackled then: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump