ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଡିଜିଟାଲ ଜ୍ୟୋତରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେବା ସହ ଆଜାଦୀ କା ଅମୃତ ମହୋତ୍ସବକୁ ସଶକ୍ତ କରିବାକୁ କହିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମ ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି !
ଡିଜିଟାଲ ଜ୍ୟୋତରେ ପ୍ରଯୁକ୍ତି ବ୍ୟବହାର ହୋଇଛି ଓ ଆପଣମାନଙ୍କୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରିବ ।”
“ଦିଲ୍ଲୀର ସେଣ୍ଟ୍ରାଲ ପାର୍କରେ ଏକ ସ୍କାଏ ବିମ ଲାଇଟ ସ୍ଥାପିତ ହୋଇଛି । ଜ୍ଞାପିତ ପ୍ରତ୍ୟେକ ଶ୍ରଦ୍ଧାଞ୍ଜଳି ଡିଜିଟାଲ ଜ୍ୟୋତର ଆଲୋକକୁ ପ୍ରତିଭାତ କରିବ । ଏହି ନିଆରା ପ୍ରୟାସରେ ଭାଗ ନିଅନ୍ତୁ ଓ ଆଜାଦିର ଅମୃତ ମହୋତ୍ସବକୁ ସଶକ୍ତ କରନ୍ତୁ ।”
A special tribute to the heroes of our freedom struggle!
— Narendra Modi (@narendramodi) July 23, 2022
Digital Jyot uses technology and enables you to share a heartfelt message of gratitude to our freedom fighters. https://t.co/0nGXaK0P3g pic.twitter.com/zmV5j6KGJn


