ପ୍ରଧାନମନ୍ତ୍ରୀ ଦ୍ୱାରକା ଏକ୍ସପ୍ରେସ ୱେର ଦିଲ୍ଲୀ ସେକ୍ସନରଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେସହରାଞ୍ଚଳ ସମ୍ପ୍ରସାରଣ ସଡକ-୨ ପ୍ରକଳ୍ପର ମଧ୍ୟ ଉଦଘାଟନକରିବେ
ଏହା ଦିଲ୍ଲୀରେ ଟ୍ରାଫିକ ଭିଡ଼ ହ୍ରାସ କରିବା ସହ ପ୍ରକଳ୍ପ ଗୁଡ଼ିକୁବହୁମୁଖୀ ଯୋଗାଯୋଗ ସୁବିଧା ପ୍ରଦାନ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଅଗଷ୍ଟ ୨୦୨୫ ଦ୍ୱିପ୍ରହର ପ୍ରାୟସାଢ଼େ ୧୨ଟା ରେ ଦିଲ୍ଲୀର ରୋହିଣୀରେ ପ୍ରାୟ ୧୧ହଜାର କୋଟିଟଙ୍କାର ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ଉଦଘାଟନ କରିବେ  ଏହିଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ 

ପ୍ରକଳ୍ପ ଗୁଡ଼ିକଦ୍ୱାରକା ଏକ୍ସପ୍ରେସ୍ େର ଦିଲ୍ଲୀ ସେକ୍ସନ ଏବଂସହରାଞ୍ଚଳ ସମ୍ପ୍ରସାରଣ ସଡ଼କ- (ୟୁଇଆର-)- ରାଜଧାନୀରଟ୍ରାଫିକ ଭିଡ଼ ହ୍ରାସ କରିବାକୁ ସରକାରଙ୍କ ବ୍ୟାପକ ଯୋଜନା ଭାବେଏହାର ବିକାଶ କରାଯାଇଛି  ଏହାର ଉଦେ୍ଦଶ୍ୟ ଯୋଗାଯୋଗବ୍ୟବସ୍ଥାରେ ବ୍ୟାପକ ସୁଧାରଯାତ୍ରା ସମୟ ହ୍ରାସ ଏବଂ ଦିଲ୍ଲୀ ତଥାଏହାର ଆଖପାଖ ଅଞ୍ଚଳରେ ଯାତାୟାତ ସମୟ ହ୍ରାସ କରିବା  ପଦକ୍ଷେପ ପ୍ରଧାନମନ୍ତ୍ରୀ  ମୋଦିଙ୍କ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମିରବିକାଶକୁ ଦର୍ଶାଉଛି ଏବଂ ଯାହାକି ଜୀବନଶୈଳୀକୁ ସହଜ କରୁଛିଏବଂ ଅବାଧ ଯାତୟାତକୁ ସୁନିଶ୍ଚିତ କରୁଛି 

ଦ୍ୱାରକା ଏକ୍ସପ୍ରେସ୍ େର ୧୦. କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦିଲ୍ଲୀସେକ୍ସନର ବିକାଶ ପ୍ରାୟ ,୩୬୦ କୋଟି ଟଙ୍କାରେ କରାଯାଇଛି  ଏହିସେକ୍ସନ ଯଶୋଭୂମିଡିଏମଆରସି ବ୍ଲୁ ଲାଇନ ଏବଂ ଅରେଞ୍ଜଲାଇନକୁ ବହୁମୁଖୀ ଯୋଗାଯୋଗ ସୁବିଧା ଦେବ  ଆଗାମୀ ଦିନରେହେବାକୁ ଥିବା ବିଜୱାସନ ରେଳ ଷ୍ଟେସନ ଏବଂ ଦ୍ୱାରକା କ୍ଲଷ୍ଟର ବସ୍ଡିପୋକୁ ମଧ୍ୟ ଯୋଗାଯୋଗ ସୁବିଧା ହୋଇପାରିବ 

ଏହି ସେକ୍ସନରେ ରହିଛି:

ପ୍ୟାକେଜ ଶିବ ମୂର୍ତ୍ତି ଇଣ୍ଟରସେକ୍ସନରୁ ଦ୍ୱାରକା ସେକ୍ଟର-୨୧ରରୋଡ ଅଣ୍ଡର ବ୍ରିଜ୍ (ଆରୟୁବିପର୍ଯ୍ୟନ୍ତ . କିଲୋମିଟର

ପ୍ୟାକେଜ -ଦ୍ୱାରକା ସେକ୍ଟର ୨୧ ଆରୟୁବି ରୁ ଦିଲ୍ଲୀ-ହରିଆନାସୀମା ପର୍ଯ୍ୟନ୍ତ . କି.ମିଯାହାକି ସହରାଞ୍ଚଳ ସମ୍ପ୍ରସାରଣସଡ଼କ-୨କୁ ସିଧାସଳଖ ସଂଯୋଗ ହେବ

୧୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦ୍ୱାରକା ଏକ୍ସପ୍ରେସ୍ େର ହରିଆନାସେକ୍ସନ ୨୦୨୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତହୋଇଥିଲା

ପ୍ରଧାନମନ୍ତ୍ରୀ ପ୍ରାୟ ୫୫୮୦ କୋଟି ଟଙ୍କାରେ ନିର୍ମିତ ବାହଦୂରଗଡ଼ ସୋନିପତ ପାଇଁ ନୂତନ ସଂଯୋଗ ମାର୍ଗ ଏବଂ ସହରାଞ୍ଚଳ ସମ୍ପ୍ରସାରଣସଡ଼କ- (ୟୁଇଆର-) ଅଲିପୁରରୁ ଡିଚାଉଁ କଳା ସେକ୍ସନକୁ ମଧ୍ୟଉଦଘାଟନ କରିବେ  ଏହା ଆଭ୍ୟନ୍ତରୀଣ ଦିଲ୍ଲୀ ତଥା ବାହ୍ୟରିଙ୍ଗରୋଡ ତଥା ମୁକରବା ଚୌକଧୌଲା କୂଆଁ ଏବଂ ଏନଏଚ-୦୯ଭଳି ବ୍ୟସ୍ତବହୁଳ ସ୍ଥାନକୁ ଯାତାୟାତ ସୁଗମ କରିବ  ନୂତନସଡ଼କରେ ବାହାଦୂରଗଡ଼ ଏବଂ ସୋନିପତ ପର୍ଯ୍ୟନ୍ତ ସିଧାସଳଖ ପହଞ୍ଚିହେବ  ଔଦ୍ୟୋଗିକ ସମ୍ପର୍କରେ ସୁଧାର ହେବ ଏବଂ ସହରାଞ୍ଚଳଯାତାୟାତ ହ୍ରାସ ପାଇବ  ଏଥିସହ ଏନସିଆରରେ ମାଲ ପରିବହନତ୍ୱରାନ୍ୱିତ ହୋଇପାରିବ 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India