ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୪ ଜୁନ୍, ୨୦୨୫ ପୂର୍ବାହ୍ନ ପ୍ରାୟ ୧୧ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ଦୁଇ ମହାନ୍ ଆଧ୍ୟାତ୍ମିକ ଏବଂ ନୈତିକ ବ୍ୟକ୍ତି ଶ୍ରୀ ନାରାୟଣ ଗୁରୁ ଏବଂ ଶ୍ରୀ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନ ସମାବେଶକୁ ସମ୍ବୋଧିତ କରିବେ ।

ଏହି ଐତିହାସିକ ବାର୍ତ୍ତାଳାପ ୧୨ ମାର୍ଚ୍ଚ, ୧୯୨୫ରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରା ଅବସରରେ ଶିବଗିରି ମଠରେ ହୋଇଥିଲା । ଏହା ଭୈକୋମ ସତ୍ୟାଗ୍ରହ, ଧର୍ମାନ୍ତରଣ, ଅହିଂସା, ଅସ୍ପୃଶ୍ୟତା ବିଲୋପ, ମୋକ୍ଷ ପ୍ରାପ୍ତି, ଦଳିତଙ୍କ ବିକାଶ ଆଦି ପ୍ରସଙ୍ଗ ଉପରେ କେନ୍ତ୍ରିତ ଥିଲା ।

ଶ୍ରୀ ନାରାୟଣ ଧର୍ମ ସଂଘମ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ସମାରୋହରେ ଆଧ୍ୟାତ୍ମିକ ଗୁରୁ ଏବଂ ଅନ୍ୟ ସଦସ୍ୟ ମାନେ ଏକାଠି ହେବେ । ସେମାନେ ସାମାଜିକ ଏବଂ ନୈତିକତାକୁ ରୂପ ଦେବା ଦିଗରେ ଦୂରଦର୍ଶୀ ପ୍ରସଙ୍ଗରେ ବିଚାର କରିବେ ଏବଂ ଏହାକୁ ସ୍ମରଣ କରିବେ । ଏହା ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀ ଉଭୟଙ୍କ ଦ୍ୱାରା ସମର୍ଥିତ ସାମାଜିକ ନ୍ୟାୟ, ଏକତା ଏବଂ ଆଧ୍ୟାତ୍ମିକ ସଦଭାବକୁ ମିଳିତ ଭାବେ ଏକ ମହତ୍ୱପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi