ଆସନ୍ତାକାଲି, ଜୁଲାଇ 1, 2021 ଅପରାହ୍ନ 3 ଟା ସମୟରେ ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କୋଭିଡ-19 ଲଢେଇରେ ସମସ୍ତ ଡାକ୍ତରଙ୍କ ଉଦ୍ୟମ ପାଇଁ ଭାରତ ଗର୍ବିତ । 1 ଜୁଲାଇକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି । ଆସନ୍ତାକାଲି ଅପରାହ୍ନ 3 ଟା ସମୟରେ @IMAIndiaOrg ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତର ଗୋଷ୍ଠୀଙ୍କୁ ସମ୍ବୋଧିତ କରିବି” ।
India is proud of the efforts of all doctors in fighting COVID-19. 1st July is marked as National Doctors Day. At 3 PM tomorrow, will address the doctors community at a programme organised by @IMAIndiaOrg.
— Narendra Modi (@narendramodi) June 30, 2021


