ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ମୁଖ୍ୟ ଭାବରେ ନିରନ୍ତର ସେବାର ୨୪ ବର୍ଷ ପୂରଣ କରିବା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କଥା ଏବଂ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି ।
ଉପରାଷ୍ଟ୍ରପତିଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଜୀ, ଆପଣଙ୍କ ସ୍ନେହପୂର୍ଣ୍ଣ କଥା ପାଇଁ ଧନ୍ୟବାଦ । ଆମ ଦେଶର ସେବା କରିବା ଏବଂ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ତଥା ଆକାଂକ୍ଷା ପୂରଣ କରିବା ପାଇଁ କାମ କରିବା ମୋର ସମ୍ମାନ ।
@CPR_VP”
Thank you for your kind words, Vice President CP Radhakrishnan Ji. It is my honour to serve our nation and work towards fulfilling the dreams and aspirations of 140 crore Indians.@CPR_VP https://t.co/KPF06LEmiq
— Narendra Modi (@narendramodi) October 9, 2025


