“ଯୁବ ଶକ୍ତି ଦ୍ୱାରା ଏବେ ଦେଶର ବିକାଶ ଏକ ନୂତନ ଗତି ଲାଭ କରିଛି ।”
“ବିଗତ ମାତ୍ର ୮ ବର୍ଷ ଭିତରେ ଦେଶର ଷ୍ଟାର୍ଟ ଅପ୍ ବାତାବରଣରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି ।”
“୨୦୧୪ ମସିହା ପରେ ସରକାର ଦେଶର ଯୁବଗୋଷ୍ଠୀଙ୍କ ମନରେ ନବସୃଜନ ସାମର୍ଥ୍ୟ ପ୍ରତି ଥିବା ଆସ୍ଥାକୁ ପୁନଃସ୍ଥାପନ କରିପାରିଛନ୍ତି ଏବଂ ଏକ ସୁସ୍ଥ ଓ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି ।”
“୭ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଚିନ୍ତନକୁ ନବସୃଜନରେ ପରିଣତ କରିବା ଦିଗରେ ଏକ ବିରାଟ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି ଏବଂ ଏହାକୁ ନେଇ ଶିଳ୍ପସଂସ୍ଥାମାନଙ୍କ ନିକଟରେ ପହଞ୍ଚାଇପାରିଛି ।”
“ଦେଶରେ ଇଜ୍ ଅଫ୍ ଡୁଇଂ ବିଜିନେସ ଏବଂ ଇଜ୍ ଅଫ୍ ଲିଭିଂ ଇନ୍ ଇଣ୍ଡିଆ କ୍ଷେତ୍ରରେ ଅଭୂତପୂର୍ବ ଗୁରୁତ୍ୱ ଆରୋପ କରାଯାଇଛି।”

ି । ଏହାର ଗୋଟିଏ ବର୍ଷ ପରେ, ଅଟଳ ନବସୃଜନ ମିଶନ ଆରମ୍ଭ କରାଯାଇଥିଲା ଏବଂ ଦେଶର ସ୍କୁଲମାନଙ୍କରେ ଅଟଳ ଟିଙ୍କରିଂ ଲାବମାନ ସ୍ଥାପନ କରାଯାଇଥିଲା । ସେହିଭଳି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଇନକୁବେସନ ସେଣ୍ଟରମାନ ସ୍ଥାପିତ ହୋଇଥିଲା । ଏବେ ଦେଶର ୧୦ ହଜାରରୁ ଅଧିକ ବିଦ୍ୟାଳୟରେ ଟିଙ୍କରିଂ ଲାବ୍ ଏବଂ ୭୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ନବସୃଜନ ବାତାବରଣ ସହିତ ସଂଶ୍ଳିଷ୍ଟ ହୋଇପାରିଛନ୍ତି । ସେହିଭଳି ଜାତୀୟ ଶିକ୍ଷା ନୀତି ମଧ୍ୟ ନବସୃଜନକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ନବସୃଜନ କ୍ଷେତ୍ରରେ ଘରୋଇ ପୁଂଜି ନିବେଶର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । 

ପ୍ରଧାନମନ୍ତ୍ରୀ କହିଲେ ଯେ ସଂସ୍କାର ପ୍ରକ୍ରିୟାକୁ ମହାକାଶ, ମ୍ୟାପିଂ, ଡ୍ରୋନ୍ ଆଦି କ୍ଷେତ୍ରରେ ବିନିଯୋଗ କରାଯାଇପାରିଛି । ତାହା ଷ୍ଟାର୍ଟ ଅପ୍‌ମାନଙ୍କ ପାଇଁ ନୂଆ ନୂଆ ସୁଯୋଗମାନ ସୃଷ୍ଟି କରୁଛି । ଷ୍ଟାର୍ଟ ଅପ୍‌ମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ବଜାରକୁ ଆଣିବା ସକାଶେ, ଜିଇଏମ ପୋର୍ଟାଲ ସ୍ଥାପନ କରାଯାଇଛି । ଜିଇଏମ ପୋର୍ଟାଲରେ ୧୩,୦୦୦ରୁ ଅଧିକ ଷ୍ଟାର୍ଟ ଅପ୍‌ମାନଙ୍କୁ ପଂଜୀକୃତ କରାଯାଇଛି ଏବଂ ସେମାନେ ଏହି ପୋର୍ଟାଲ ଜରିଆରେ ୬୫୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛନ୍ତି । ଡିଜିଟାଲ ଇଣ୍ଡିଆ ଷ୍ଟାର୍ଟ ଅପ୍ ବିକାଶ ପ୍ରକ୍ରିୟାକୁ ବିଶେଷ ଭାବେ ପ୍ରୋତ୍ସାହନ ଯୋଗାଇଛି ଏବଂ ଏଥିପାଇଁ ନୂଆ ନୂଆ ବଜାରମାନ ସୃଷ୍ଟି କରିଛି । ସେ କହିଲେ ଯେ ଷ୍ଟାର୍ଟ ଅପମାନେ ପର୍ଯ୍ୟଟନ କ୍ଷେତ୍ରରେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଷ୍ଟାର୍ଟ ଅପ୍ ଭୋକାଲ ଫର୍ ଲୋକାଲକୁ ଆଗକୁ ଆଗେଇ ନେବାରେ ମଧ୍ୟ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମତପୋଷଣ କରିଥିଲେ । ଷ୍ଟାର୍ଟ ଅପ୍‌ମାନେ ଜନଜାତି ବର୍ଗଙ୍କ ପାଇଁ ମଧ୍ୟ ସହାୟତାର ହାତ ବଢ଼ାଇପାରିବେ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତକଳା ଓ ଅନ୍ୟାନ୍ୟ ସାମଗ୍ରୀକୁ ବଜାରରେ ପହଞ୍ଚାଇ ପାରିବେ । ସେ କହିଲେ ଯେ ସରକାର ଗେମିଂ ଶିଳ୍ପ ଓ ଖେଳନା ଶିଳ୍କକୁ ଏବେ ବିପୁଳ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଷ୍ଟାର୍ଟ ଅପ୍ ଗଠନ ପାଇଁ ଏଭଳି ଆଗୁଆ ପ୍ରଯୁକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ୮୦୦ରୁ ଅଧିକ ଷ୍ଟାର୍ଟ ଅପ୍ ଏବେ କେବଳ କ୍ରୀଡ଼ା କ୍ଷେତ୍ରରେ ନିୟୋଜିତ ରହିଛନ୍ତି ବୋଲି ସେ ସୂଚାଇଥିଲେ । 

ପ୍ରଧାନମନ୍ତ୍ରୀ କହିଲେ ଯେ “ଆମେ ଭାରତର ସଫଳତାର କାହାଣୀ ନିମନ୍ତେ ନୂତନ ବେଗ ଏବଂ ନୂତନ ଶିଖର ଯୋଗାଇ ଦେବାକୁ ପଡ଼ିବ । ଆଜି ଭାରତ ଜି-୨୦ ଅର୍ଥନୀତି ଗୋଷ୍ଠୀ ଭିତରେ ଦ୍ରୁତତମ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି ।” ସେ କହିଥିଲେ ଯେ ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଆର୍ଥିକ ଶକ୍ତିରେ ପରିଣତ ହୋଇଛି । ଭାରତ ସ୍ମାର୍ଟ ଫୋନ୍‌, ଡାଟା ବ୍ୟବହାର କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନରେ ଥିବାବେଳେ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛି । ବିଶ୍ୱ ରିଟେଲ ସୂଚୀରେ ଭାରତର ସ୍ଥାନ ଦ୍ୱିତୀୟ ଏବଂ ଶକ୍ତି ଉପଭୁକ୍ତିରେ ଭାରତ ତୃତୀୟ ବୃହତ୍ତମ ରାଷ୍ଟ ଏବଂ ସମଗ୍ର ବିଶ୍ୱରେ ଭାରତ ହେଉଛି ସବୁଠାରୁ ବଡ଼ ଉପଭୋକ୍ତା ବଜାର । ଭାରତ ଚଳିତ ବର୍ଷ ୪୭୦ ବିଲିୟନ ଡଲାର ମୂଲ୍ୟର ପଣ୍ୟ ରପ୍ତାନୀ କରି ଏକ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛି । ସେହିଭଳି ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ ପୁଂଜି ନିବେଶ ହୋଇଚାଲିଛି । ଇଜ୍ ଅଫ୍ ଡୁଇଂ ବିଜିନେଓ କ୍ଷେତ୍ରରେ ମଧ୍ୟ ଅସମ୍ଭବ ଗୁରୁତ୍ୱ ଆରୋପ କରାଯାଉଛି ତଥା ଇଜ୍ ଅଫ୍ ଲିଭିଂ ପାଇଁ ଅନୁରୂପ ପ୍ରାଧାନ୍ୟ ସରକାର ଦେଉଛନ୍ତି । ଏହିସବୁ ଘଟଣା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବ କରିବାର ବିଷୟ ଏବଂ ଏହା ଭାରତର ବିକାଶ ଗାଥା ଉପରେ ବିଶ୍ୱାସ ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ପ୍ରମାଣ ପ୍ରଦାନ କରେ । ଚଳିତ ଦଶନ୍ଧିରେ ଭାରତର ବିକାଶ ଗାଥା ଆଉ ଏକ ନୂତନ କୀର୍ତ୍ତିମାନ ସୃଷ୍ଟି କରିବ । ଏହି ଅମୃତ କାଳରେ ଆମର ପ୍ରୟାସ ଦେଶର ବିକାଶ ନିମନ୍ତେ ଏହି ଦିଗରେ ହେବା ଆବଶ୍ୟକ ଏବଂ ଆମେ ନିଜର ସାମୂହିକ ପ୍ରୟାସ ବଳରେ ଦେଶର ଆଶା ଆକାଂକ୍ଷାକୁ ସାକାର କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"