ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନ ୭, ଲୋକକଲ୍ୟାଣ ମାର୍ଗ, ନୂଆଦିଲ୍ଲୀରେ ପିଲାମାନଙ୍କ ସହ ବିଶେଷ ରକ୍ଷା ବନ୍ଧନ ଉତ୍ସବର ଝଲକ ସେୟାର କରିଛନ୍ତି । ଶ୍ରୀ ମୋଦୀ ନିରନ୍ତର ବିଶ୍ୱାସ ଏବଂ ସ୍ନେହ ପାଇଁ ନାରୀ ଶକ୍ତି ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।


ପିଲାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଲେ ଏବଂ ତାଙ୍କ ସହ ରାକ୍ଷୀ ପର୍ବ ପାଳନ କଲେ ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଆଜି ରକ୍ଷାବନ୍ଧନର ବିଶେଷ ଉତ୍ସବର କିଛି ଝଲକ ଏଠାରେ ଅଛି । ନାରୀ ଶକ୍ତିକୁ ନିରନ୍ତର ବିଶ୍ୱାସ ଏବଂ ସ୍ନେହ ପାଇଁ ଧନ୍ୟବାଦ ।”
Here are highlights from a very special Raksha Bandhan celebration earlier today. Gratitude to our Nari Shakti for their continuous trust and affection. pic.twitter.com/MeO3KJsXew
— Narendra Modi (@narendramodi) August 9, 2025


