ପ୍ରଧାନମନ୍ତ୍ରୀ ଗତ ମାସର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଉପରେ ଆଧାରିତ ଏକ ପୁସ୍ତିକା ଶେୟାର କରିଛନ୍ତି, ଯେଉଁଥିରେ କାର୍ଯ୍ୟକ୍ରମରେ ଚର୍ଚ୍ଚା କରା ଯାଇଥିବା ବିଷୟ ସମ୍ପର୍କିତ ଆକର୍ଷଣୀୟ ଲେଖା ରହିଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ,
“ମୋତେ ଆଗାମୀ ସପ୍ତାହରେ ଆୟୋଜିତ ହେବାକୁ ଯାଉଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ନିମନ୍ତେ ଅଗଣିତ ଇନ୍ପୁଟ୍ ପ୍ରାପ୍ତ ହେବାରେ ଲାଗିଛି । ମୋତେ ଅନେକ ସଂଖ୍ୟାରେ ଯୁବକଯୁବତୀମାନଙ୍କୁ ସେମାନଙ୍କର ବିଚାର ବାଂଟିବା ଦେଖି ବହୁତ ଖୁସି ଲାଗୁଛି । ଏଠାରେ ଗତ ମାସର ଏପିସୋଡ୍ ଉପରେ ଆଧାରିତ ଏକ ପୁସ୍ତିକା ରହିଛି, ଯେଉଁଥିରେ ଚର୍ଚ୍ଚା କରା ଯାଇଥିବା ବିଷୟ ଉପରେ ଆକର୍ଷଣୀୟ ଲେଖା ରହିଛି ।“
https://davp.nic.in/ebook/mkbhin2022/index.html"
I’ve been getting numerous inputs for the #MannKiBaat programme next week. Happy to see youngsters share their views in large numbers. Here is a booklet on last month’s episode containing interesting articles on the topics discussed. https://t.co/ze3946Stwm
— Narendra Modi (@narendramodi) May 22, 2022


