Special focus on Women: Schemes ranging from making 2 crore Lakhpati Didis to empowering 15,000 Women SHGs with drones discussed
Scheme also in works to rapidly expand coverage of Jan Aushadhi stores from 10,000 to 25,000

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ଆଧାରରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ୨ କୋଟି ଲକ୍ଷପତି ଦିଦି ତିଆରି କରିବା ବିଷୟରେ କହିଥିଲେ, ଅର୍ଥାତ୍ ୨ କୋଟି ଏସଏଚଜି କିମ୍ବା ଅଙ୍ଗନବାଡି ଦିଦିଙ୍କୁ ଲକ୍ଷପତି କରିବା । ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଥିବା ବିଭିନ୍ନ ଜୀବିକା ପ୍ରକଳ୍ପର କାର୍ଯ୍ୟକାରୀ ଉପରେ ସେ ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ କୃଷି ତଥା ଆନୁଷଙ୍ଗିକ ଉଦ୍ଦେଶ୍ୟରେ ୧୫,୦୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଡ୍ରୋନ ଯୋଗାଇବା ବିଷୟରେ କହିଥିଲେ । ମହିଳା ଏସଏଚଜି ର ତାଲିମ ଠାରୁ ଆରମ୍ଭ କରି କାର୍ଯ୍ୟକଳାପ ଉପରେ ନଜର ରଖିବା ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଯୋଜନାଗୁଡିକର ଏକ ସୂଚନା ପ୍ରଦାନ କରାଯାଇଥିଲା ।

ସୁଲଭ ଔଷଧର ଉପଲବ୍ଧତା ବୃଦ୍ଧି ପାଇଁ ଭାରତରେ ଜନ ଔଷଧି ଷ୍ଟୋର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ। ଏହି ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ରଣନୀତିର ସମୀକ୍ଷା କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Japan action plan targets exchange of 5 lakh people in five years, including 50,000 skilled Indians: Gov

Media Coverage

India-Japan action plan targets exchange of 5 lakh people in five years, including 50,000 skilled Indians: Gov
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 31, 2026
July 31, 2026

Building Trust & Capability Under PM Modi : Fair Exams, Homegrown Space Tech & India’s First Telecom Manufacturing Zone