ସୌରାଷ୍ଟ୍ର ତାମିଲ ସାଙ୍ଗମାମ୍ ଅତିଥିଙ୍କୁ ପରିବାର ଭଳି ସ୍ୱାଗତ କରିଥିବାରୁ ସୋମନାଥ ବାଦଲପଡ଼ା ଗ୍ରାମର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏସ୍ ଟି ସାଙ୍ଗମାମଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଦେଖି ଭଲ ଲାଗିଲା । ବାଦଲପଡ଼ା ଲୋକଙ୍କୁ ପ୍ରଶଂସା’
Heartening to see. Compliments to the people of Badalpara. https://t.co/X1amXVBckG
— Narendra Modi (@narendramodi) April 25, 2023


