ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଦର୍ଭ ଅଞ୍ଚଳରେ ଗତକାଲି ୬ଟି ରେଳବାଇ ଓଭରବ୍ରିଜ (ଆରଓବି) ଉଦଘାଟନକୁ ପ୍ରଶଂସା କରିଛନ୍ତି ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଦର୍ଭ ଅଞ୍ଚଳର କନେକ୍ଟିଭିଟି ପାଇଁ ଖୁବ ବଢିଆ ।”
Great for connectivity in Vidarbha region. https://t.co/2KTjnZYsSt
— Narendra Modi (@narendramodi) April 16, 2023


