ପାଟନାର ଦିନକର ଗୋଲାମ୍ବରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାରର ଗର୍ବ ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କ ସଶକ୍ତ ରଚନାଗୁଡ଼ିକ ସର୍ବଦା ମା’ ଭାରତୀଙ୍କ ସେବା ପାଇଁ ଲୋକଙ୍କୁ ପ୍ରେରଣା ଦେଇ ଆସିଛି । ପାଟନାରେ ଆଜି ଏହି କିମ୍ବଦନ୍ତୀ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏକ ସୌଭାଗ୍ୟ ବୋଲି ସେ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ବିହାର ମାଟିର ଗୌରବ ରାମଧାରୀ ସିଂହ ଦିନକରଜୀଙ୍କ ଓଜସ୍ୱୀ ରଚନା ସର୍ବଦା ଦେଶବାସୀଙ୍କୁ ମା’ ଭାରତୀଙ୍କ ସେବା ପାଇଁ ପ୍ରେରିତ କରିଆସିଛି । ଆଜି ପାଟନାରେ ଦିନକର ଗୋଲାମ୍ବରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହେଲି ।”   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India