ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଲିସ ସ୍ମୃତି ଦିବସରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

"ଆମର ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ କୃତଜ୍ଞତା ଜଣାଇବା ଲାଗି ପୋଲିସ ସ୍ମୃତି ଦିବସ ସମଗ୍ର ଭାରତରେ ପାଳିତ ହେଉଛି । କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେମାନଙ୍କର ବଳିଦାନ ଏବଂ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ ।

ଆଇନ ଶୃଙ୍ଖଳା ରକ୍ଷା କରିବା ଠାରୁ ଆରମ୍ଭ କରି ଭୟଙ୍କର ଅପରାଧର ସମାଧାନ ପର୍ଯ୍ୟନ୍ତ, ବିପର୍ଯ୍ୟୟ ପରିଚାଳନାରେ ସହାୟତା ଠାରୁ ଆରମ୍ଭ କରି କୋଭିଡ-19 ସହ ଲଢେଇ ପର୍ଯ୍ୟନ୍ତ ଆମର ପୋଲିସ କର୍ମଚାରୀମାନେ ବିନା ଦ୍ୱିଧାରେ ସର୍ବଦା ଯଥାସମ୍ଭବ ସେମାନଙ୍କ ଯୋଗଦାନ କରିଆସୁଛନ୍ତି । ସେମାନଙ୍କର ପରିଶ୍ରମ ଏବଂ ସେବାକୁ ନେଇ ଆମେ ଗର୍ବିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India's FDI inflow rises 62% YoY to $27.37 bn in Apr-July

Media Coverage

India's FDI inflow rises 62% YoY to $27.37 bn in Apr-July
...

Nm on the go

Always be the first to hear from the PM. Get the App Now!
...
PM Modi's bilateral meetings during his visit to the USA
September 23, 2021
ସେୟାର
 
Comments

The first bilateral meeting was with PM Scott Morrison of Australia. They discussed a wide range of subjects aimed at deepening economic and people-to-people linkages between India and Australia.