ଲୋକଙ୍କ ଖୁସି ଏବଂ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କଲେ ପ୍ରାର୍ଥନା

ମହାଅଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ, ଚିତ୍ତରଞ୍ଜନ ପାର୍କ ଦୁର୍ଗା ପୂଜା ଉତ୍ସବରେ ସାମିଲ ହୋଇଥିଲେ ।

ଶ୍ରୀ ମୋଦୀ କହିଥିଲେ, ଚିତ୍ତରଞ୍ଜନ ପାର୍କ ବଙ୍ଗୀୟ ସଂସ୍କୃତି ସହ ଜଡ଼ିତ ଥିବାର ବେଶ ଜଣାଶୁଣା । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ସେଠାକାର ଉତ୍ସବ ବାସ୍ତବରେ ଆମ ସମାଜର ଏକତା ଓ ସାଂସ୍କୃତିକ ଜୀବନ୍ତତାର ଭାବନାର ପ୍ରତିଫଳନ ।

 

ପ୍ରଧାନମନ୍ତ୍ରୀ ଲୋକଙ୍କ ଖୁସି ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ସବର କିଛି ଝଲକ ସେୟାର କରି କହିଛନ୍ତି; ଦିଲ୍ଲୀର ଏକ ସ୍ମରଣୀୟ ଦୁର୍ଗାପୂଜାର କିଛି ଝଲକ! ଚତୁର୍ଦ୍ଦିଗରେ ଆନନ୍ଦ ଓ ସମୃଦ୍ଧି ଭରିଉଠୁ....

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ମହା ଅଷ୍ଟମୀର ପବିତ୍ର ଅବସରରେ ଆଜି ମୁଁ ଦିଲ୍ଲୀ ଚିତ୍ତରଞ୍ଜନ ପାର୍କର ଦୁର୍ଗାପୂଜା ଉତ୍ସବରେ ସାମିଲ ହେବାକୁ ଯାଇଥିଲି । ଚିତ୍ତରଞ୍ଜନ ପାର୍କ ବଙ୍ଗୀୟ ସଂସ୍କୃତି ସହ ଜଡ଼ିତ ଥିବାର ବେଶ ଜଣାଶୁଣା । ସେଠାକାର ଉତ୍ସବ ବାସ୍ତବରେ ଆମ ସମାଜର ଏକତା ଓ ସାଂସ୍କୃତିକ ଜୀବନ୍ତତାର ଭାବନାର ପ୍ରତିଫଳନ । ସମସ୍ତଙ୍କ ଖୁସି ଏବଂ କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲି ।”

 

“আজ মহা অষ্টমীর পুণ্যদিনে, আমি দিল্লীর চিত্তরঞ্জন পার্কের দুর্গাপুজোয় অংশ নিতে গিয়েছিলাম। চিত্তরঞ্জন পার্ক, বাঙালী সংস্কৃতির সঙ্গে ওতপ্রোতভাবে জড়িত। আমাদের সমাজের ঐক্য ও সাংস্কৃতিক প্রাণময়তার প্রকৃত রূপ ফুটে ওঠে এই অনুষ্ঠানগুলিতে। সকলের সুখ ও কল্যানের জন্যে প্রার্থনা করেছি আমি।”

 

“ଉତ୍ସବର କିଛି ଝଲକ, “ଦିଲ୍ଲୀର ଏକ ସ୍ମରଣୀୟ ଦୁର୍ଗାପୂଜାର କିଛି ଝଲକ! ଚତୁର୍ଦ୍ଦିଗରେ ଆନନ୍ଦ ଓ ସମୃଦ୍ଧି ଭରିଉଠୁ....”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s EV Market Races Ahead, Sales Up Nearly 70% in Jan-Apr

Media Coverage

India’s EV Market Races Ahead, Sales Up Nearly 70% in Jan-Apr
NM on the go

Nm on the go

Always be the first to hear from the PM. Get the App Now!
...
Governor of Haryana meets the Prime Minister
May 02, 2026

Governor of Haryana, Prof. Ashim Kumar Ghosh, met Prime Minister Shri Narendra Modi today.

The Prime Minister posted on X:

"Governor of Haryana, Prof. Ashim Kumar Ghosh met Prime Minister @narendramodi."