ମହାଅଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ, ଚିତ୍ତରଞ୍ଜନ ପାର୍କ ଦୁର୍ଗା ପୂଜା ଉତ୍ସବରେ ସାମିଲ ହୋଇଥିଲେ ।
ଶ୍ରୀ ମୋଦୀ କହିଥିଲେ, ଚିତ୍ତରଞ୍ଜନ ପାର୍କ ବଙ୍ଗୀୟ ସଂସ୍କୃତି ସହ ଜଡ଼ିତ ଥିବାର ବେଶ ଜଣାଶୁଣା । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ସେଠାକାର ଉତ୍ସବ ବାସ୍ତବରେ ଆମ ସମାଜର ଏକତା ଓ ସାଂସ୍କୃତିକ ଜୀବନ୍ତତାର ଭାବନାର ପ୍ରତିଫଳନ ।

ପ୍ରଧାନମନ୍ତ୍ରୀ ଲୋକଙ୍କ ଖୁସି ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।
ପ୍ରଧାନମନ୍ତ୍ରୀ ଉତ୍ସବର କିଛି ଝଲକ ସେୟାର କରି କହିଛନ୍ତି; ଦିଲ୍ଲୀର ଏକ ସ୍ମରଣୀୟ ଦୁର୍ଗାପୂଜାର କିଛି ଝଲକ! ଚତୁର୍ଦ୍ଦିଗରେ ଆନନ୍ଦ ଓ ସମୃଦ୍ଧି ଭରିଉଠୁ....

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ମହା ଅଷ୍ଟମୀର ପବିତ୍ର ଅବସରରେ ଆଜି ମୁଁ ଦିଲ୍ଲୀ ଚିତ୍ତରଞ୍ଜନ ପାର୍କର ଦୁର୍ଗାପୂଜା ଉତ୍ସବରେ ସାମିଲ ହେବାକୁ ଯାଇଥିଲି । ଚିତ୍ତରଞ୍ଜନ ପାର୍କ ବଙ୍ଗୀୟ ସଂସ୍କୃତି ସହ ଜଡ଼ିତ ଥିବାର ବେଶ ଜଣାଶୁଣା । ସେଠାକାର ଉତ୍ସବ ବାସ୍ତବରେ ଆମ ସମାଜର ଏକତା ଓ ସାଂସ୍କୃତିକ ଜୀବନ୍ତତାର ଭାବନାର ପ୍ରତିଫଳନ । ସମସ୍ତଙ୍କ ଖୁସି ଏବଂ କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲି ।”
Today, on the auspicious occasion of Maha Ashtami, I went to Delhi’s Chittaranjan Park to take part in the Durga Puja celebrations. Chittaranjan Park is known for its strong association with Bengali culture. The celebrations truly reflect the spirit of unity and cultural vibrancy… pic.twitter.com/Eu59ZY9J0C
— Narendra Modi (@narendramodi) September 30, 2025
“আজ মহা অষ্টমীর পুণ্যদিনে, আমি দিল্লীর চিত্তরঞ্জন পার্কের দুর্গাপুজোয় অংশ নিতে গিয়েছিলাম। চিত্তরঞ্জন পার্ক, বাঙালী সংস্কৃতির সঙ্গে ওতপ্রোতভাবে জড়িত। আমাদের সমাজের ঐক্য ও সাংস্কৃতিক প্রাণময়তার প্রকৃত রূপ ফুটে ওঠে এই অনুষ্ঠানগুলিতে। সকলের সুখ ও কল্যানের জন্যে প্রার্থনা করেছি আমি।”
আজ মহা অষ্টমীর পুণ্যদিনে, আমি দিল্লীর চিত্তরঞ্জন পার্কের দুর্গাপুজোয় অংশ নিতে গিয়েছিলাম। চিত্তরঞ্জন পার্ক, বাঙালী সংস্কৃতির সঙ্গে ওতপ্রোতভাবে জড়িত। আমাদের সমাজের ঐক্য ও সাংস্কৃতিক প্রাণময়তার প্রকৃত রূপ ফুটে ওঠে এই অনুষ্ঠানগুলিতে। সকলের সুখ ও কল্যানের জন্যে প্রার্থনা করেছি… pic.twitter.com/thVSn7lDwI
— Narendra Modi (@narendramodi) September 30, 2025
“ଉତ୍ସବର କିଛି ଝଲକ, “ଦିଲ୍ଲୀର ଏକ ସ୍ମରଣୀୟ ଦୁର୍ଗାପୂଜାର କିଛି ଝଲକ! ଚତୁର୍ଦ୍ଦିଗରେ ଆନନ୍ଦ ଓ ସମୃଦ୍ଧି ଭରିଉଠୁ....”
Highlights from a very memorable Durga Puja celebration in Delhi!
— Narendra Modi (@narendramodi) September 30, 2025
May there be joy and prosperity all around…. pic.twitter.com/WnxxnqBbVV


