ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଏଲ୍କେଏମ୍ରେ ଚେସ ଗ୍ରାଣ୍ଡମାଷ୍ଟର ପ୍ରଗନ୍ନାନନ୍ଦ ଏବଂ ତାଙ୍କ ପରିବାରଙ୍କୁ ଭେଟିଥିଲେ ।
ପ୍ରଗନ୍ନାନନ୍ଦଙ୍କ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି;
“ଆଜି ୭ ଏଲ୍କେଏମ୍ରେ ବହୁତ ସ୍ୱତନ୍ତ୍ର ପରିଦର୍ଶକ ଆସିଥିଲେ ।
ଅକ୍ସକ୍ଟ୍ରକ୍ସବଶମଷରଗ୍ଦଗ୍ଦ ତୁମ ପରିବାର ସହିତ ତୁମକୁ ଭେଟି ବହୁତ ଖୁସି ।
ତୁମେ ଉତ୍ସାହ ଏବଂ ଦୃଢ଼ତାକୁ ବ୍ୟକ୍ତ କର । ତୁମର ଉଦାହରଣ ଏହା ଦର୍ଶାଏ ଯେ , କିପରି ଭାରତର ଯୁବକମାନେ ଯେକୌଣସି କ୍ଷେତ୍ରରେ ବିଜୟ ପ୍ରାପ୍ତ କରିପାରିବେ । ତୁମ ପାଇଁ ଗର୍ବିତ!",
Had very special visitors at 7, LKM today.
— Narendra Modi (@narendramodi) August 31, 2023
Delighted to meet you, @rpragchess along with your family.
You personify passion and perseverance. Your example shows how India's youth can conquer any domain. Proud of you! https://t.co/r40ahCwgph


