ସେୟାର
 
Comments

ନିମ୍ନ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରୁ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଓ ଶତକଡା ଦଶଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ନିଷ୍ପତିକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ଧାରାବାହିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆମ ସରକାର ଚଳିତ ଶିକ୍ଷାବର୍ଷଠାରୁ ଅନ୍ୟାନ୍ୟ ଅନଗ୍ରସରର ଶ୍ରେଣୀଙ୍କ ନିମନ୍ତେ ଶତକଡା ୨୭ ଓ ଆର୍ଥିକ ଦୁର୍ବଳଶ୍ରେଣୀଙ୍କ ନିମନ୍ତେ ଶତକଡା ଦଶଭାଗ ସଂରକ୍ଷଣ ସର୍ବଭାରତୀୟ  କୋଟା ଯୋଜନା ଅଧୀନରେ ନିମ୍ନସ୍ନାତ୍ତକ ଓ ସ୍ନାତକୋତ୍ତର ଶ୍ରେଣୀ  ମେଡିକାଲ ପାଠ୍ୟକ୍ରମ ନିମନ୍ତେ ଏକ ଐତିହାସିକ ନିଷ୍ପତ୍ତି ନେଇଛି ।

ଏହା ଆମର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସାହାଯ୍ୟ ଓ ଉନ୍ନତ ସୁଯୋଗ ଦେବା ସହ ଦେଶର ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିବ ।”

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi felicitates 11 workers who built new Parliament building, gifts shawls

Media Coverage

PM Modi felicitates 11 workers who built new Parliament building, gifts shawls
...

Nm on the go

Always be the first to hear from the PM. Get the App Now!
...
Social Media Corner 28th May 2023
May 28, 2023
ସେୟାର
 
Comments

New India Unites to Celebrate the Inauguration of India’s New Parliament Building and Installation of the Scared Sengol

101st Episode of PM Modi’s ‘Mann Ki Baat’ Fills the Nation with Inspiration and Motivation