ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ଦିବସରେ ହିମାଚଳ ପ୍ରଦେଶର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି:
“ହିମାଚଳ ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଶୁଭକାମନା । ଗୌରବମୟ ସଂସ୍କୃତି ପାଇଁ ପ୍ରସିଦ୍ଧ ଏହି ପ୍ରଦେଶର ମୋର ଭାଇ-ଭଉଣୀମାନ ନିଜର ପରିଶ୍ରମ, ପ୍ରତିଭା ଏବଂ ପରାକ୍ରମ ପାଇଁ ବେଶ୍ ଲୋକପ୍ରିୟ । ଏହି ସ୍ୱତନ୍ତ୍ର ଦିବସରେ ଆପଣମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଆରୋଗ୍ୟ ଆସିବା ସହ ଆମ ଦେବଭୂମି ପ୍ରଗତି ପଥରେ ଅଗ୍ରସର ହେଉ, ଏହା ହିଁ ମୋର କାମନା ।”
हिमाचल दिवस की राज्य के सभी लोगों को अनेकानेक शुभकामनाएं। गौरवशाली संस्कृति के लिए विख्यात इस प्रदेश के मेरे भाई-बहन अपने परिश्रम, प्रतिभा और पराक्रम के लिए जाने जाते हैं। यह विशेष अवसर आप सभी के जीवन में सुख-समृद्धि और आरोग्य लेकर आए, साथ ही हमारी देवभूमि को प्रगति के पथ पर…
— Narendra Modi (@narendramodi) April 15, 2025


