ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହନୁକ୍କା ଉପଲକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ନଫତାଲି ବେନେଟ୍ଟ, ଇସ୍ରାଏଲର ଜନସାଧାରଣ ଏବଂ ସମଗ୍ର ବିଶ୍ୱରେ ଥିବା ଇହୁଦୀ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟ୍ବିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଠ ଦିନର ଆଲୋକର ପର୍ବ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ଟ ଆପଣଙ୍କୁ, ଇସ୍ରାଏଲର ବନ୍ଧୁତ୍ୱପୂର୍ଣ୍ଣ ଜନସାଧାରଣ, ଏବଂ ସାରା ବିଶ୍ୱରେ ଥିବା ଇହୁଦୀ ଲୋକମାନଙ୍କୁ ହନୁକ୍କା ସମିୟାଃ (ହନୁକ୍କାର ଶୁଭେଚ୍ଛା)”।
Hanukkah Sameach Prime Minister @naftalibennett, to you and to the friendly people of Israel, and the Jewish people around the world observing the 8-day festival of lights.
— Narendra Modi (@narendramodi) November 28, 2021


