ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ତାଙ୍କ କଥା ହୋଇ ଶୁଭେଚ୍ଛା ଜଣାଇଛି । ତାଙ୍କ ଦୀର୍ଘ ତଥା ସୁସ୍ଥ ଜୀବନ କାମନା କରୁଛି ।’
Spoke to His Holiness @DalaiLama and conveyed heartfelt greetings to him on his 88th birthday. Wishing him a long and healthy life.
— Narendra Modi (@narendramodi) July 6, 2023


