ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛଟ ପୂଜାର ସନ୍ଧ୍ୟା ଅର୍ଘ୍ୟର ପବିତ୍ର ରୀତି ପାଇଁ ଦେଶବାସୀଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ ଏହି ଅବସରରେ ଛଟ ମାତାଙ୍କ ପ୍ରତି ଉତ୍ସର୍ଗୀକୃତ ଭକ୍ତିଗୀତ ମଧ୍ୟ ଶେୟାର କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ସମଗ୍ର ଦେଶରେ ଶ୍ରଦ୍ଧାଳୁମାନଙ୍କୁ ଛଟ ମହାପର୍ବ ସନ୍ଧ୍ୟା ଅର୍ଘ୍ୟର ଅନେକ ଶୁଭକାମନା । ଏହି ପବିତ୍ର ଅବସରରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ପରମ୍ପରା ବେଶ ସ୍ୱତନ୍ତ୍ର । ସୂର୍ଯ୍ୟଦେବଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କ ଜୀବନରେ ସୁଖ-ସମୃଦ୍ଧି ଏବଂ ସଫଳତା ରହୁ, ଏହା ମୋର କାମନା । ଜୟ ଛଟି ମାତା !
https://m.youtube.com/watch?v=er0EO-Zp904
https://m.youtube.com/watch?v=OrlnX9zM5-k&pp=0gcJCR4Bo7VqN5tD”
देशभर के अपने परिवारजनों को महापर्व छठ के संध्या अर्घ्य की अनंत शुभकामनाएं। इस पावन अवसर पर अस्ताचलगामी सूर्य को अर्घ्य अर्पित करने की हमारी परंपरा बहुत विशिष्ट है। सूर्यदेव की कृपा से सबका कल्याण हो, सबको जीवन में सुख-संपदा और सफलता की प्राप्ति हो, यही कामना है। जय छठी मइया!…
— Narendra Modi (@narendramodi) October 27, 2025


