ସେୟାର
 
Comments

100 କୋଟି ଡୋଜ ଟିକାକରଣ ମାଇଲ ଖୁଣ୍ଟ ହାସଲ ଦିଗରେ ଅନବରତ କାର୍ଯ୍ୟ କରିଥିବା ଆମ ଡାକ୍ତର, ନର୍ସ ଏବଂ ଅନ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ।

ଏକ ଟ୍ଵିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

“ଇତିହାସ ରଚିଲା ଭାରତ ।

ଏହା ଆମର ବିଜ୍ଞାନ, ଉଦ୍ୟୋଗ ଏବଂ 130 କୋଟି ଭାରତୀୟଙ୍କ ସାମୂହିକ ଉଦ୍ୟମର ବିଜୟ ।

100 କୋଟି ଡୋଜ ଟିକାକରଣର ମାଇଲ ଖୁଣ୍ଟ ଅତିକ୍ରମ କରିଥିବାରୁ ଭାରତକୁ ଅଭିନନ୍ଦନ ।  ଆମ ଡାକ୍ତର, ନର୍ସ ଏବଂ ଏହି ସଫଳତା ହାସଲ କରିବା ଦିଗରେ ଉଦ୍ୟମ କରିଥିବା ସମସ୍ତଙ୍କୁ କୃତଜ୍ଞତା । #VaccineCentury”

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Mann KI Baat Quiz
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Free ration scheme’s extension to benefit 800 million beneficiaries: PM Modi

Media Coverage

Free ration scheme’s extension to benefit 800 million beneficiaries: PM Modi
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 29, 2021
November 29, 2021
ସେୟାର
 
Comments

As the Indian economy recovers at a fast pace, Citizens appreciate the economic decisions taken by the Govt.

India is achieving greater heights under the leadership of Modi Govt.