ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁଟାନର ଜନସାଧାରଣଙ୍କ ପ୍ରତି ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ଘଟିଥିବା ଦୁଃଖଦ ଘଟଣା ପରେ ଭୂଟାନର ଲୋକମାନେ ପୀଡ଼ିତ ଏବଂ ସେମାନଙ୍କ ପରିବାର ପାଇଁ ଏକ ଅନନ୍ୟ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ କରୁଣା ଏବଂ ଏକତାର ଏହି ଗଭୀର କାର୍ଯ୍ୟକୁ ସ୍ୱୀକାର କରି କହିଛନ୍ତି, "ମୁଁ ଏହି ପଦକ୍ଷେପକୁ କେବେବି ଭୁଲିବି ନାହିଁ" ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

"ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂଟାନର ଜନସାଧାରଣ ଏକ ଅନନ୍ୟ ପ୍ରାର୍ଥନା ମାଧ୍ୟମରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରେ ଭାରତର ଜନସାଧାରଣଙ୍କ ସହ ଏକତା ବ୍ୟକ୍ତ କରିଥିଲେ। ମୁଁ ଏହି ଆଚରଣକୁ କେବେବି ଭୁଲିବି ନାହିଁ "

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Japan action plan targets exchange of 5 lakh people in five years, including 50,000 skilled Indians: Gov

Media Coverage

India-Japan action plan targets exchange of 5 lakh people in five years, including 50,000 skilled Indians: Gov
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 31, 2026
July 31, 2026

Building Trust & Capability Under PM Modi : Fair Exams, Homegrown Space Tech & India’s First Telecom Manufacturing Zone