ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଡାକ୍ତର ସମୁଦାୟଙ୍କୁ ଗଭୀର

କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଡାକ୍ତର ଦିବସରେ ମୁଁ ସମଗ୍ର ଡାକ୍ତର ସମୁଦାୟକୁ ଗଭୀର କୃତଜ୍ଞତା ଜଣାଉଛି । ଅତ୍ୟନ୍ତ ଗମ୍ଭୀର ସମକ୍ର ବି ଡାକ୍ତରମାନେ ସାହସ, ନିଃସ୍ୱାର୍ଥପରତା ଏବଂ ସ୍ଥିରତା ସର୍ବୋଚ୍ଚ ଉଦାହରଣ ଦେଇଛନ୍ତି । ସେମାନଙ୍କ ସମର୍ପଣ ଉପଚାରଠାରୁ ବି ଅଧିକ; ଏହା ଆମ ସମାଜକୁ ଆଶା ଏବଂ ଶକ୍ତି ଦେଇଥାଏ’ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival