ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେତି ଚାନ୍ଦ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଚେତି ଚାନ୍ଦ ଅବସରରେ ଶୁଭେଚ୍ଛା । ଜୟ ଝୁଲେଲାଲ!”
Best wishes on Cheti Chand. Jai Jhulelal! pic.twitter.com/4X33YxuK13
— Narendra Modi (@narendramodi) March 22, 2023


