ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୈଶାଳୀ ରମେଶ ବାବୁଙ୍କୁ ‘ଫିଡେ ୱିମେନ୍ସ ଗ୍ରାଣ୍ଡ ସ୍ୱିସ୍ ୨୦୨୫’ର ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ତାଙ୍କର ଉତ୍ସାହ ଏବଂ ସମର୍ପଣ ଭାବନା ଉଦାହରଣ ଯୋଗ୍ୟ । ଭବିଷ୍ୟତର ସଫଳତା ପାଇଁ ତାଙ୍କୁ ବହୁତ ଶୁଭକାମନା ।”
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,
“ଅସାଧାରଣ ଉପଲବ୍ଧି । ବୈଶାଳୀ ରମେଶବାବୁଙ୍କୁ ଅଭିନନ୍ଦନ । ତାଙ୍କର ଉତ୍ସାହ ଏବଂ ସମର୍ପଣ ଭାବନା ଉଦାହରଣଯୋଗ୍ୟ । ଭବିଷ୍ୟତର ସଫଳତା ପାଇଁ ତାଙ୍କୁ ବହୁତ ଶୁଭକାମନା ।”
@chessvaishali
Outstanding accomplishment. Congrats to Vaishali Rameshbabu. Her passion and dedication are exemplary. Best wishes for her future endeavours. @chessvaishali https://t.co/0AgnNjRV93
— Narendra Modi (@narendramodi) September 16, 2025


