ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀ ପୁଷ୍କର ସିଂ ଧାମିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ପୁଷ୍କର ସିଂହ ଧାମି ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ । ଗତ ୫ବର୍ଷ ମଧ୍ୟରେ ଦେବଭୂମି ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଛି । ମୁଁ ନିଶ୍ଚିତ ଯେ ଆପଣ ଏବଂ ଆପଣଙ୍କର ସମସ୍ତ ମନ୍ତ୍ରୀମାନେ ଏହାକୁ ଅଧିକ ଗତି ଦେବେ । ଲୋକଙ୍କ ଆଶା ଅନୁରୂପ ବିକାଶର ଏକ ନୂତନ ଛବି ସ୍ଥାପନ କରିବେ ।” 

 

 

 

 

 

 

 

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India ‘Shining’ Brightly, Shows ISRO Report: Did Modi Govt’s Power Schemes Add to the Glow?

Media Coverage

India ‘Shining’ Brightly, Shows ISRO Report: Did Modi Govt’s Power Schemes Add to the Glow?
...

Nm on the go

Always be the first to hear from the PM. Get the App Now!
...
PM condoles the passing away of former Union Minister and noted advocate, Shri Shanti Bhushan
January 31, 2023
ସେୟାର
 
Comments

The Prime Minister, Shri Narendra Modi has expressed deep grief over the passing away of former Union Minister and noted advocate, Shri Shanti Bhushan.

In a tweet, the Prime Minister said;

"Shri Shanti Bhushan Ji will be remembered for his contribution to the legal field and passion towards speaking for the underprivileged. Pained by his passing away. Condolences to his family. Om Shanti."