ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟଜି ୨୦୨୨ ରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସତ୍ୱିକ ସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଭାରତର ବ୍ୟାଡମିଣ୍ଟନ ଦଳ ସଫଳତା ଏବଂ ଉତ୍କର୍ଷତାକୁ ପୁର୍ନବାର ପ୍ରତିପାଦିତ କରିଛି । ସତ୍ୱିକ ସାଇରାଜ ଏବଂ  ଚିରାଶ ଶେଟ୍ଟୀଙ୍କ ଦ୍ୱାରା ଦଳଗତ କାର୍ଯ୍ୟ ଏବଂ ଦକ୍ଷତାର ଚମତ୍କାର ପ୍ରଦର୍ଶନ । ସ୍ୱର୍ଣ୍ଣ ପଦକକୁ ଦେଶକୁ ଆଣିଥିବାରୁ ସେମାନଙ୍କ ପାଇଁ ଗର୍ବିତ । ଭବିଷ୍ୟତରେ ସେମାନେ ଭାରତ ପାଇଁ ଅଧିକ ପୁରସ୍କାର ଜିତନ୍ତୁ । #Cheer4India"

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Unemployment rate falls to 4.7% in November, lowest since April: Govt

Media Coverage

Unemployment rate falls to 4.7% in November, lowest since April: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 15, 2025
December 15, 2025

Visionary Leadership: PM Modi's Era of Railways, AI, and Cultural Renaissance