ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର-ଟି୪୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ରାକେଶ ଭୈରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ପୁରୁଷ ୧୫୦୦ ମିଟର-ଟି-୪୬ ଇଭେଣ୍ଟରେ ଚମତ୍କାର କାଂସ୍ୟ ପଦକ ଜିତିଥିବାରୁ ରାକେଶ ଭୈରାଙ୍କୁ ଅଭିନନ୍ଦନ।
ତାଙ୍କ ନିଷ୍ଠା ଓ କଠିନ ପରିଶ୍ରମର ଫଳ ସ୍ୱରୂପ ଏହି ଚମତ୍କାର ପ୍ରଦର୍ଶନ କରାଯାଇଛି।
Congratulations to Rakesh Bhaira for the stellar Bronze Medal win in the Men's 1500m-T46 event!
— Narendra Modi (@narendramodi) October 24, 2023
This excellent performance is a result of his dedication and hard work. pic.twitter.com/wm8moj4Pfr


