ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ- ଏଫ୍ ୫୪/୫୫/୫୬ ରେ କାଂସ୍ୟ ପଦକ ହାସଲ କରିଥିବା ମୁଥୁରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
କାଂସ୍ୟ ପଦକ ବିଜୟ ପାଇଁ ଉଲ୍ଲେଖନୀୟ ମୁଥୁରାଜାଙ୍କୁ ଅଭିନନ୍ଦନ ।
ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍ ୫୪/୫୫/୫୬ରେ ଏହି ମହାନ ସଫଳତା ପାଇଁ ଦେଶ ପାଇଁ ଗୌରବର ବିଷୟ। ଏହି ଅସାଧାରଣ ପ୍ରଦର୍ଶନ ତାଙ୍କ ସମର୍ପଣ ଏବଂ ଭାବନାର ପ୍ରମାଣ । ଭାରତ ଆପଣଙ୍କ ପାଇଁ ଗର୍ବିତ।
A resounding applause for remarkable Muthuraja for the Bronze Medal victory.
— Narendra Modi (@narendramodi) October 24, 2023
Congratulations on this great achievement in Men's Discus Throw-F54/55/56. This exceptional performance is a testament to his dedication and spirit. India is proud of you! pic.twitter.com/vvPTXhh5G3


