ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଉତକ୍ଷେପଣରେ ସାମିଲ ଥିବା ସମସ୍ତ କମ୍ପାନୀକୁ ଶ୍ରୀ ମୋଦୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲ କୁ ଅଭିନନ୍ଦନ । ଇଓଏସ୍‍-୦୬ ଉପଗ୍ରହ ଆମର ସାମୁଦ୍ରିକ ସମ୍ବଳର ଉପଯୋଗ ଲାଗି ସହାୟତା କରିବ ।”

“ଭାରତୀୟ କମ୍ପାନୀ ପିକ୍ସେଲ ସ୍ପେସ୍ ଏବଂ  ଧ୍ରୁବ ସ୍ପେସ୍ ତରଫରୁ ୩ ଟି ଉପଗ୍ରହ ଉତକ୍ଷେପଣ ଏକ ନୂତନ ଯୁଗର ଆରମ୍ଭ, ଯେଉଁଠାରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଭାରତୀୟ ପ୍ରତିଭା ସମ୍ପୂର୍ଣ୍ଣ ରୂପେ ଅନୁଭୂତ ହୋଇପାରିବ । ଏହି ଉତକ୍ଷେପଣରେ ଜଡିତ ସମସ୍ତ କମ୍ପାନୀ ଏବଂ ପ୍ରତ୍ୟେକଙ୍କୁ ଅଭିନନ୍ଦନ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 14, 2026
September 14, 2026

PM Modi Brought the Train to Aizawl and Bharat to the BRICS Table