ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ୪x୪୦୦ ରିଲେ ଦଳ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗର୍ବ ଅନୁଭବ କରିଛନ୍ତି । ଶ୍ରୀ ମୋଦୀ ଏହି ଚମତ୍କାର ପ୍ରଦର୍ଶନ ପାଇଁ  ବିଥ୍ୟା ରାମାଜ, ଐଶ୍ୱର୍ଯ୍ୟା କୈଳାଶ ମିଶ୍ର, ପ୍ରାଚୀ ଏବଂ ଶୁଭ ଭେଙ୍କଟେସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିିତିଥିବା ଭାରତୀୟ ମହିଳା ୪x୪୦୦ ରିଲେ ଟିମ୍ ପାଇଁ ଗର୍ବିତ । ଏହି ଚମତ୍କାର ପ୍ରଦର୍ଶନ ପାଇଁ  ବିଥ୍ୟା ରାମାଜ, ଐଶ୍ୱର୍ଯ୍ୟା କୈଳାଶ ମିଶ୍ର, ପ୍ରାଚୀ ଏବଂ ଶୁଭ ଭେଙ୍କଟେସନଙ୍କୁ ଅଭିନନ୍ଦନ । ଦେଶ ପାଇଁ ଏହା ଖୁସି ଆଣି ଦେଇଛି ।’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Built for tomorrow's wars: How India's new turbojet engine changes the missile and drone equation

Media Coverage

Built for tomorrow's wars: How India's new turbojet engine changes the missile and drone equation
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026