ଜାମାଇକା ପାର୍ଟିକୁ ନେତୃତ୍ୱ ଦେଇ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ଆଣି ଥିବାରୁ, ଡ. ଆଣ୍ଡ୍ରୁ ହୋଲନେସ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ କହିଛନ୍ତି, “ଭାରତ-ଜାମାଇକା ମଧ୍ୟରେ ବନ୍ଧୁତ୍ୱକୁ ଅଧିକ ଗଭୀର କରିବାକୁ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ଆଗ୍ରହୀ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
"ଜାମାଇକା ପାର୍ଟିକୁ କ୍ରମାଗତ ତୃତୀୟଥର ପାଇଁ ବିଜୟୀ କରିବାରେ ସଫଳ ନେତୃତ୍ୱ ପ୍ରଦାନ କରିଥିବାରୁ ଡ. ଆଣ୍ଡ୍ରୁ ହୋଲନେସ୍ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ ଏବଂ ଜାମାଇକା ମଧ୍ୟରେ ବନ୍ଧୁତ୍ୱକୁ ଆହୁରି ଗଭୀର କରିବା ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ଆମେ ଆଗ୍ରହୀ।”
@AndrewHolnessJM
Heartiest congratulations to Dr. Andrew Holness on leading the Jamaica Party to victory for the third consecutive time. Looking forward to deepening India-Jamaica bonds of friendship and further strengthening cooperation between our two countries.@AndrewHolnessJM
— Narendra Modi (@narendramodi) September 5, 2025


