ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଜ୍ୱଳା ପରିବାର ସହ ଯୋଡ଼ି ହୋଇଥିବା ସମସ୍ତ ମା’ ଓ ଭଉଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମର ଏହି ପଦକ୍ଷେପରେ ସେମାନଙ୍କୁ ଯେ କେବଳ ଏହି ପବିତ୍ର ପର୍ବ ଅବସରରେ ଖୁସି ମିଳିବ ତାହା ନୁହେଁ, ବରଂ ମହିଳା ସଶକ୍ତିକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଅଧିକ ବଳ ମିଳିବ ।”
କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନବରାତ୍ରୀର ଶୁଭ ଅବସରରେ ଉଜ୍ୱଳା ପରିବାର ସହ ଯୋଡ଼ି ହୋଇଥିବା ଆମର ସମସ୍ତ ମା’-ଭଉଣୀଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା । ଆମର ଏହି ପଦକ୍ଷେପରେ ସେମାନଙ୍କୁ ଯେ କେବଳ ଏହି ପବିତ୍ର ପର୍ବ ଅବସରରେ ନୂଆ ଖୁସି ମିଳିବ ତାହା ନୁହେଁ, ବରଂ ମହିଳା ସଶକ୍ତିକରଣରେ ଆମର ସଂକଳ୍ପକୁ ଅଧିକ ବଳ ମିଳିପାରିବ ।”
नवरात्रि के शुभ अवसर पर उज्ज्वला परिवार से जुड़ने वाली हमारी सभी माताओं-बहनों को बहुत-बहुत बधाई एवं शुभकामनाएं! हमारे इस कदम से ना सिर्फ इस पावन पर्व पर उन्हें नई खुशी मिलेगी, बल्कि नारी सशक्तिकरण के हमारे संकल्पों को भी और मजबूती मिलने वाली है। https://t.co/jYWve2SbrU
— Narendra Modi (@narendramodi) September 22, 2025


