ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ଗାୟକ ଶ୍ରୀ ଭୂପିନ୍ଦର ସିଂହଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବହୁ ଦଶନ୍ଧି ଧରି ସ୍ମରଣୀୟ ଗୀତ ଗାଇଥିବା ଶ୍ରୀ ଭୂପିନ୍ଦର ସିଂହ ଜୀଙ୍କର ପରଲୋକରେ ଦଃଖିତ । ତାଙ୍କର ସଙ୍ଗୀତ ଅନେକ ଲୋକଙ୍କୁ ଆକର୍ଷିତ କରିଥିଲା । ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି । ଓମ୍ ଶାନ୍ତି ।
Anguished by the passing away of Shri Bhupinder Singh Ji, who has given memorable songs for decades. His works struck a chord with several people. In this sad hour, my thoughts are with his family and admirers. Om Shanti.
— Narendra Modi (@narendramodi) July 18, 2022


