ବର୍ଷୀୟାନ ଚଳଚ୍ଚିତ୍ର ନିର୍ମାତା ଶ୍ରୀ କେ. ବିଶ୍ୱନାଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତ:

‘‘ଶ୍ରୀ କେ. ବିଶ୍ୱନାଥ ଗୁରୁଙ୍କ ବିୟୋଗରେ ଗଭୀର ମର୍ମାହତ । ସେ ସୃଜନଶୀଳ ତଥା ବହୁମୁଖୀ ନିଦେ୍ର୍ଦଶକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସିନେମା ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ବିଭିନ୍ନ ଶୈଳୀ ଉପରେ ପର୍ଯ୍ୟବସିତ ଥିଲା ଏବଂ ଦଶନ୍ଧି ଦଶନ୍ଧି ଧରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କ ପରିବାର ତଥା ପ୍ରଶଂସକଙ୍କ ପ୍ରତି ସମବେଦନା । ଶାନ୍ତି ।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts