ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଅଣନାତି ଶ୍ରୀ ଗିରିଧର ମାଲବ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଗଙ୍ଗା ସ୍ୱଚ୍ଛତା ଅଭିଯାନ ଏବଂ ଶିକ୍ଷା ଜଗତରେ ଶ୍ରୀ ଗିରିଧର ମାଲବ୍ୟଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ଗୋଟିଏ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି:

‘‘ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଅଣନାତି ଗିରିଧର ମାଲବ୍ୟଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ। ତାଙ୍କ ବିୟୋଗ ଶିକ୍ଷା ଜଗତ ତଥା ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ଗଙ୍ଗା ସଫେଇ ଅଭିଯାନରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ନ୍ୟାୟିକ ସେବାରେ ନିଜ କାର୍ଯ୍ୟ ପାଇଁ ମଧ୍ୟ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ମୁଁ ତାଙ୍କୁ ଅନେକ ଥର ବ୍ୟକ୍ତିଗତ ଭାବେ ଭେଟିବାର ସୌଭାଗ୍ୟ ପାଇଛି । ୨୦୧୪ ଓ ୨୦୧୯ରେ ସେ ମୋ ସଂସଦୀୟ କ୍ଷେତ୍ର ବାରାଣସୀରୁ ପ୍ରସ୍ତାବକ ଥିଲେ, ଯାହା ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ। ଭଗବାନ ଏହି ଦୁଃଖସମୟରେ ତାଙ୍କ ପରିବାର ଜନଙ୍କୁ ଶକ୍ତି ଦିଅନ୍ତୁ। ଓମ୍ ଶାନ୍ତି!’’

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Hiring momentum: India Inc steps up recruitment in 2025; big firms drive gains as demand picks up

Media Coverage

Hiring momentum: India Inc steps up recruitment in 2025; big firms drive gains as demand picks up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 15, 2025
November 15, 2025

From Bhagwan Birsa to Bullet GDP: PM Modi’s Mantra of Culture & Prosperity