ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରାଖଣ୍ଡ ସରକାରଙ୍କ ମନ୍ତ୍ରୀ ଶ୍ରୀ ଚନ୍ଦନ ରାମ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉତ୍ତରାଖଣ୍ଡ ସରକାରଙ୍କ ମନ୍ତ୍ରୀ ଶ୍ରୀ ଚନ୍ଦନ ରାମ ଦାସ ଜୀଙ୍କ ବିୟୋଗରେ ଦୁଃଖିତ । ଉତ୍ତରାଖଣ୍ଡର ବିକାଶ ପାଇଁ ତାଙ୍କ ଅବଦାନ ଉଲ୍ଲେଖଯୋଗ୍ୟ ଥିଲା ଓ ସେ ନିଷ୍ଠାର ସହ ଲୋକଙ୍କ ସେବା କରୁଥିଲେ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।”
Pained by the passing away of Minister in the Uttarakhand Government, Shri Chandan Ram Dass Ji. He made a noteworthy contribution to the development of Uttarakhand and served the people with great diligence. Condolences to his family and supporters. Om Shanti.
— Narendra Modi (@narendramodi) April 26, 2023


