ଇଫକୋ ଅଧ୍ୟକ୍ଷ ସର୍ଦ୍ଦାର ବଲବିନ୍ଦର ସିଂ ନାକାଇ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସର୍ଦ୍ଦାର ବଲବିନ୍ଦର ସିଂ ନାକାଇ ଜୀ କୃଷି ଏବଂ ସମବାୟ କ୍ଷେତ୍ରର ଜଣେ ଜ୍ଞାନୀ ଓ ବରିଷ୍ଠ ସଭ୍ୟ ଥିଲେ । କୃଷକମାନଙ୍କ ସଶକ୍ତିକରଣ ଦିଗରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା । ତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ତଥା ଶୁଭେଚ୍ଛୁମାନଙ୍କ ପ୍ରତି ମୋର ସମବେଦନା । ତାଙ୍କ ଆତ୍ମାର ସଦଗତି କାମନା କରୁଛି” ।
Sardar Balvinder Singh Nakai Ji was a doyen of the agriculture and cooperatives sector. He made pioneering contributions towards empowering farmers. His passing away is saddening. Condolences to his family and well-wishers. May his soul rest in peace.
— Narendra Modi (@narendramodi) October 12, 2021


