ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୪ତମ ଥର ପାଇଁ ମତଦାନ ଅଧିକାର ସାବ୍ୟସ୍ତ କରିଥିବା ୧୦୬ ବର୍ଷ ବୟସ୍କ ଶ୍ୟାମ ସରଣ ନେଗିଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ପ୍ରଶଂସନୀୟ ଓ ନିର୍ବାଚନରେ ଭାଗ ନେଇ ଗଣତନ୍ତ୍ରକୁ ମଜବୁତ କରିବାରେ ଆମ ଯୁବପୀଢିଙ୍କୁ ପ୍ରେରିତ କରିବ ।”
This is commendable and should serve as an inspiration for the younger voters to take part in the elections and strengthen our democracy. https://t.co/J4LvuNo92x
— Narendra Modi (@narendramodi) November 2, 2022


