ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ବ୍ରୋଞ୍ଜ ପଦକ ଜିତିଥିôବା ସନାତନ ସିଂ, ପରମିନ୍ଦର ସିଂ, ସୁଖମୀତ ଏବଂ ଜକାର ଖାନଙ୍କ ରୋଇଂ ପୁରୁଷ କ୍ୱାଡ୍ରପଲ ସ୍କଲ୍ସ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଏସୀୟ କ୍ରୀଡ଼ାର ଏହି ସଂସ୍କରଣରେ ରୋଇଂରେ ଭାରତ ପାଇଁ ଏହା ୫ମ ପଦକ ।
ସେମାନଙ୍କ ଶକ୍ତି ଏବଂ ନିଷ୍ଠାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ସଫଳତା ଦେଶକୁ ଗର୍ବିତ କରିଛି ।
5️⃣th Medal for 🇮🇳 in Rowing
— SAI Media (@Media_SAI) September 25, 2023
In the Men's Quadruple Sculls event, the Indian boat, represented by the stellar team of Satnam Singh, Parminder Singh, Sukhmeet, and Jakar Khan, clinched the 🥉 with a superb timing of 6:08:61⏰
Let's cheer for these incredible athletes as they… pic.twitter.com/BBLdiopVyv


