ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିିତିଥିବା ଈଶା ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଈଶା ସିଂଙ୍କ ପାଇଁ ଗର୍ବିତ! ଏସୀୟ କ୍ରୀଡ଼ାରେ ତାଙ୍କ ସଫଳତା, ପ୍ରତିବଦ୍ଧତା, ଲକ୍ଷ୍ୟ, ପ୍ରଶିକ୍ଷଣ ଏବଂ ଅଦମ୍ୟ ନିଷ୍ଠା ଯୋଗୁ ସେ ସଫଳ ହୋଇପାରିଛନ୍ତି ।’
Proud of @singhesha10 for winning a Silver Medal in the 10m Air Pistol Women’s event! Her success at the Asian Games is due to her commitment, focused training and unwavering determination. pic.twitter.com/txNd7SHhPe
— Narendra Modi (@narendramodi) September 29, 2023


