ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ଡିସକସ୍ ଥ୍ରୋ ପ୍ରତିଯୋଗିତାରେ ସୀମା ପୁନିଆ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ସୀମା ପୁନିଆଙ୍କ ପାଇଁ ଏକ ଉଲ୍ଲେଖନୀୟ ବ୍ରୋଞ୍ଜ ପଦକ । ଡିସକସ୍ ଥ୍ରୋ ପ୍ରତିଯୋଗିତାରେ ସେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ତାଙ୍କ ନିଷ୍ଠା ଏବଂ ପରିଶ୍ରମ ଦେଶକୁ ପୁଣି ଥରେ ଗର୍ବିତ କରିଛି ।’
A remarkable Bronze Medal for Seema Punia. A great performance by her in the Discus Throw event. Her dedication and hard work have made the nation proud once again. pic.twitter.com/Y6UwXV56pJ
— Narendra Modi (@narendramodi) October 1, 2023


