ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ପାରା କାନୋ କେଏଲ୩ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ମନୀଷ କୌରବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସରେ ପୁରୁଷ ପାରା କାନୋ କେଏଲ୩ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିବା ମନୀଷ କୌରବଙ୍କୁ ଅଭିନନ୍ଦନ । ଏହା ଏକ ଉଲ୍ଲେଖନୀୟ ସଫଳତା ଏବଂ ତାଙ୍କ ନିଷ୍ଠାର ଫଳ ।’
Congratulations to Manish Kaurav for the phenomenal performance in Para Canoe Men's KL3 event at the Asian Para Games and winning a Bronze Medal. This is an outstanding achievement, a result of his sheer dedication! pic.twitter.com/E0h8j8KYAv
— Narendra Modi (@narendramodi) October 24, 2023


