Gujarat has come a long way from the days of the past, when it faced tremendous water shortage: PM
The more people have access to water, the more doors of progress will open: PM Modi
PM Modi calls for embracing the latest technology in the sphere of water conservation

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟଠାରେ ସୌନୀ ଯୋଜନା ଅନ୍ତର୍ଗତ ଅଯୀ ନଦୀବନ୍ଧରେ ଜଳ ପ୍ରବେଶ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକଦା ଗୁଜରାଟରେ ଉତ୍କଟ ଜଳ ସଂକଟ ଦେଖାଦେଇଥିଲା, ସେହିଦିନଠାରୁ ରାଜ୍ୟ ଅନେକ ବାଟ ଅଗ୍ରସର ହୋଇଛି ।

ସେ କହିଥିଲେ ଯେ ଗତ ଦୁଇ ଦଶନ୍ଧୀ ମଧ୍ୟରେ ଗୁଜରାଟର ବିକାଶ ଯାତ୍ରାରେ ବିଭିନ୍ନ ସକାରାତ୍ମକ ପରିବର୍ତ୍ତନ ଆସିଛି ।

ବହୁସଂଖ୍ୟାରେ ଲୋକଙ୍କୁ ଜଳଯୋଗାଣ ହୋଇଛି; ଆହୁରି ଅଧିକ ବିକାଶର ଦ୍ୱାର ଖୋଲିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସରକାର ଯଥାଶୀଘ୍ର ଜଳଯୋଗାଣ ପ୍ରତି ପ୍ରାଥମିକତା ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯଥାସମ୍ଭବ ଜଳ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ସମସ୍ତଙ୍କ ଉତରଦାୟିତ୍ୱ ।

ଜଳ ସଂରକ୍ଷଣ କ୍ଷେତ୍ରରେ ନବୀନତମ ଜ୍ଞାନ କୌଶଳକୁ ଆପଣାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi