ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି । ଏଥିସହିତ ସେ ମିଳିତ ଜାତିସଂଘରେ ସ୍ଥାନିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପର ଉନ୍ମୋଚନ କରିଛନ୍ତି । ସେ କାକଟସ ଉଦ୍ୟାନ ଉଦଘାଟନ କରିବା ସହିତ ପରିଦର୍ଶନ ମଧ୍ୟ କରିଛନ୍ତି ।

ସର୍ଦ୍ଦାର ସରୋବର ନଦୀବନ୍ଧରେ ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥା

ୟୁନିଟି ଗ୍ଲୋ ଗାର୍ଡେନ

ଏହି ଅଭିନବ ଥିମ ପାର୍କ 3.61 ଏକର ଜମିରେ ପ୍ରତିଷ୍ଠା ହୋଇଛି । ଏଥିରେ ବିଭିନ୍ନ କୁତ୍ରିମ ଆଲୋକିକରଣ ବ୍ୟବସ୍ଥା, ଆକୃତି ଓ ଅନ୍ୟାନ୍ୟ କୌତୁହଳପୂର୍ଣ୍ଣ ଦର୍ଶନୀୟ ବ୍ୟବସ୍ଥା କରାଯାଇଛି । ଏଠାରେ ରାତ୍ରିକାଳୀନ ପର୍ଯ୍ୟଟନର ଆନନ୍ଦକୁ ଉପଭୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ପର୍ଯ୍ୟଟକମାନଙ୍କୁ ନିମନ୍ତ୍ରଣ କରିଥିଲେ ।

 

 

କାକଟସ ଗାର୍ଡେନ

ଏହା ଏକ ବିଶାଳ ସ୍ଥାପତ୍ୟ ସବୁଜ ଗୃହ ଭାବେ ପ୍ରତିଷ୍ଠିତ ହୋଇଛି, ଯେଉଁଥିରେ 17ଟି ରାଷ୍ଟ୍ରରୁ 450ଟି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଜାତିର ଉଦ୍ଭିଦ ସ୍ଥାନ ପାଇଛି । 25 ଏକର ପରିମିତ କ୍ଷେତ୍ରରେ 1.9 ଲକ୍ଷ କାକଟସ ଉଦ୍ଭିଦ ସମେତ 6 ଲକ୍ଷ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଏଥିରେ ସ୍ଥାନିତ ହୋଇଛି ।  

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 13, 2026
September 13, 2026

Confidence on the Stage, Consensus in the Room: India’s BRICS 2026 Under PM Modi

PM Modi’s India: UPI in the Pocket, Solar on the Roof, Freight on the Rail