ର୍ନିବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ର୍ନିବାଚନରେ ତୁମର ବିଜୟ ପାଇଁ ଅଭିନନ୍ଦନ! ମୁଁ ଭାରତ-କାନାଡା ସମ୍ପର୍କକୁ ଆହୁରି ମଝବୁତ କରିବା ସହିତ ବିଶ୍ୱ ତଥା ବହୁପକ୍ଷୀୟ ପ୍ରସଙ୍ଗରେ ଆମର ସହଯୋଗ ଜାରି ରଖିବାକୁ ଅପେକ୍ଷା କରିଛି ।
Congratulations Prime Minister @JustinTrudeau on your victory in the elections! I look forward to continue working with you to further strengthen India-Canada relations, as well as our cooperation on global and multilateral issues.
— Narendra Modi (@narendramodi) September 22, 2021


