ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନମୋ ଆପ୍‌ରେ ବିକଶିତ ଭାରତ ଆମ୍ବାସାଡର ମଡ୍ୟୁଲରେ ପ୍ରଭାବଶାଳୀ କାର୍ଯ୍ୟ କରିବାର ୧୦୦ ଦିନିଆ ଚ୍ୟାଲେଞ୍ଜ ସ୍ୱୀକାର କରିବାକୁ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବିକଶିତ ଭାରତର ଆମ୍ବାସାଡର ହେବା ଦକ୍ଷତା ଏକତ୍ର, ବିକାଶ ଏଜେଣ୍ଡା ପ୍ରସାର ଏବଂ ଏକ ବିକଶିତ ଭାରତର ମିଶନକୁ ସମ୍ପୂର୍ଣ୍ଣ କରିବା ଲାଗି ଏକ ଆଦର୍ଶ ଉପାୟ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘୧୪୦ କୋଟି ଭାରତୀୟ ବିଶ୍ୱକୁ ଦେଖାଇଛନ୍ତି ଯେ ଲୋକଙ୍କ ଦ୍ୱାରା ଚାଳିତ ବିକାଶ କ’ଣ!

 

ବିକଶିତ ଭାରତ ପାଇଁ ସାମୂହିକ ପ୍ରୟାସରେ ଆମ ଭିତରୁ ପ୍ରତ୍ୟେକ ଜଣେ ଅଭିନ୍ନ ସହଯୋଗୀ ।

 

https://www.narendramodi.in/ViksitBharatAmbassador

 

ବିକଶିତ ଭାରତର ରାଷ୍ଟ୍ରଦୂତ ହେବା ଦକ୍ଷତା ଏକତ୍ର, ବିକାଶ ଏଜେଣ୍ଡା ପ୍ରସାର ଏବଂ ଏକ ବିକଶିତ ଭାରତର ମିଶନକୁ ସମ୍ପୂର୍ଣ୍ଣ କରିବାରେ ଆମର ସମସ୍ତ ଶକ୍ତିକୁ ଉପଯୋଗ କରିବାର ଏକ ଆଦର୍ଶ ଉପାୟ ।

 

ଆସନ୍ତୁ ଏହି ଜନ ଆନ୍ଦୋଳନରେ ନମୋ ଆପ୍‌ରେ ସାଇନିଂ ଅପ୍ କରି ଏବଂ ବିକଶିତ ଭାରତ ଆମ୍ବାସାଡର ମଡ୍ୟୁଲରେ ସରଳ କିନ୍ତୁ ଅଧିକ ପ୍ରଭାବଶାଳୀ କାର୍ଯ୍ୟ କରିବାର ୧୦୦ ଦିନିଆ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ।

 

ଜୀବନର ସବୁ କ୍ଷେତ୍ରର କେତେଜଣ ସବୁଠୁ ଉତ୍ସାହୀ ତଥା ପ୍ରତିଭାଶାଳୀ ରାଷ୍ଟ୍ରଦୂତଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଉତ୍ସୁକ ଅଛି ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK FTA comes into effect today, unlocking duty-free access for Indian exports

Media Coverage

India-UK FTA comes into effect today, unlocking duty-free access for Indian exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect